ଜାତୀୟ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି:ତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମନ୍ତ୍ରୀ Odisha Minute August 7, 2025 ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପ୍ରସଙ୍ଗରେ ମତ୍ସ୍ୟ…
ମନୋରଞ୍ଜନ ଏହି ବ୍ୟକ୍ତିଙ୍କୁ ନିଜ ସଫଳତାର ଶ୍ରେୟ ଦେଲେ ଆହାନ ପାଣ୍ଡେ Odisha Minute August 7, 2025September 2, 2025 ନୂଆଦିଲ୍ଲୀ: ‘ସୈୟାରା’ ଝଡ଼ରେ ଫିକା ପଡ଼ିଥିଲେ ଅନେକ ସୁପରଷ୍ଟାର। ରିଲିଜ୍ ହେଉ ହେଉ ଅନେକ ବଡ଼ ବଡ଼ ସୁପରଷ୍ଟାର ଓ…
ଓଡ଼ିଶା ବାଣିଜ୍ୟ ମହିଳା ପରିଚାଳିତ ଏମ୍ଏସ୍ଏମ୍ଇ: ତ୍ରୟୋଦଶ ସ୍ଥାନରେ ଓଡ଼ିଶା Odisha Minute August 7, 2025 ଭୁବନେଶ୍ବର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) କ୍ଷେତ୍ରରେ ମହିଳାଙ୍କ ନେତୃତ୍ବରେ ପରିଚାଳିତ ହେଉଥିବା ସଂସ୍ଥାଗୁଡ଼ିକର ସଂଖ୍ୟା ଏତେଟା…
ମନୋରଞ୍ଜନ ଛାଡ଼ପତ୍ର ପରେ ମୃଣାଲଙ୍କ ପ୍ରେମରେ ଧନୁଷ, ଭାଇରାଲ ହେଉଛି ଭିଡିଓ Odisha Minute August 6, 2025September 2, 2025 ନୂଆଦିଲ୍ଲୀ: ନିର୍ଦ୍ଦେଶକ ଐଶ୍ବର୍ଯ୍ୟା ରଜନୀକାନ୍ତ ଏବଂ ଅଭିନେତା-ନିର୍ଦ୍ଦେଶକ ଧନୁଷ ପରସ୍ପରକୁ ଛାଡ଼ପତ୍ର ଦେଇସାରିଛନ୍ତି। ବିବାହର ୨୦ବର୍ଷ ପରେ ସେ ଛାଡ଼ପତ୍ର…
କ୍ରିଡା ଦିନିକିଆରେ ଅଧିନାୟକ ହେବେ ଶୁଭମନ ଗିଲ୍; ଦାବି କଲେ ମହମ୍ମଦ କୈଫ୍ Odisha Minute August 6, 2025 ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ଭାବରେ ଶୁଭମନ ଗିଲ୍ ସ୍ଥାନ ପାଇବା ନେଇ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ…
ଅପରାଧ ଓଡ଼ିଶା ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରି: ଉଲଗ୍ନ ହେବାକୁ କହିବାରୁ ବିଷ ପିଇଦେଲେ Odisha Minute August 6, 2025 ଚଣ୍ଡିଖୋଲ: ଯାଜପୁରଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଅଟକ ଥିବା ଅଣକା ପଞ୍ଚାୟତ ମହିପୁର ଗାଁର ଜଣେ ଯୁବକଙ୍କୁ ପୁଲିସ ଥାନା ଭିତରେ…
ଅପରାଧ ଜାତୀୟ ପୁଣି ଜଣେ ନକଲି ଡାକ୍ତର ଗିରଫ: ୫୦ ରୁ ଅଧିକ ସିଜେରିଆନ୍ ଡେଲିଭରି କରିଥିଲେ Odisha Minute August 5, 2025 ସିଲଚର:ଆସାମରେ ଆଉ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଏକ ଘରୋଇ ହସ୍ପିଟାଲର ଅପରେସନ ଥିଏଟରରେ ଅସ୍ତ୍ରୋପଚାର…
କ୍ରିଡା ଭାରତୀୟ ହକି ଦଳରେ ଓଡ଼ିଶାରୁ ୩ Odisha Minute August 5, 2025 ଭୁବନେଶ୍ବର: ହକି ଇଣ୍ଡିଆ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ଲାଗି ସୋମବାର ୨୪ ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ…
ମନୋରଞ୍ଜନ ବିଳାସପୂର୍ଣ୍ଣ ଘର ଛାଡ଼ିଲେ ଆମୀର୍, ଏବେ ମାସକୁ ଏତେ ଲକ୍ଷ ଦେଇ ଭଡ଼ା ଘରେ ରହିବେ Odisha Minute August 5, 2025September 2, 2025 ମୁମ୍ବାଇ: ରହୁଥିବା ଘର ଛାଡ଼ିଲେ ବଲିଉଡ ସୁପରଷ୍ଟାର ଆମୀର ଖାନ। ମୁମ୍ବାଇରେ ଥିବା ତାଙ୍କ ଘର ଛାଡ଼ି ଏବେ ସେ…
ଅପରାଧ ଓଡ଼ିଶା ଭଲ ପାଇ ବିବାହ କରିଥିଲେ ମହିଳା, ଯୌତୁକ ମିଳିଲାନି ବୋଲି ୯ବର୍ଷ ପରେ ମାରିଦେଲେ ଶାଶୂଘର ଲୋକେ Odisha Minute August 4, 2025 ଭୁବନେଶ୍ୱର: ଯୌତୁକ ନେବା ବା ଦେବା ଅପରାଧ ବୋଲି ସରକାର ଘୋଷଣା କରିସାରିଛନ୍ତି। ଏଥିପାଇଁ ଦଣ୍ଡବିଧାନ ବି ରହିଛି। ହେଲେ…
ଓଡ଼ିଶା ଜଙ୍ଗଲ ବିଭାଗ ତରଫରୁ ହିଁ ମୋରମ ଖୋଳା ଯାଇଥିଲା: ଜଙ୍ଗଲ ଓ ଶ୍ରମ ମନ୍ତ୍ରୀ Odisha Minute August 4, 2025 ଭୁବନେଶ୍ବର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରୁ ରାତିଅଧରେ ମୋରମ ଖୋଳାଯାଉଛି। ହାଇୱା, ଜେସିବି ମେସିନ୍ ଅଭୟାରଣ୍ୟ ଭିତରେ ପଶି ବେଧଡ଼କ ଲଘୁ…
ଜାତୀୟ ବାଣିଜ୍ୟ ଖୁବ୍ଶୀଘ୍ର ବୁଲେଟ୍ ଟ୍ରେନ୍: ମନ୍ତ୍ରୀ Odisha Minute August 4, 2025 ନୂଆଦିଲ୍ଲୀ: ମୁମ୍ବାଇ-ଅହମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ମୁମ୍ବାଇର ବିକେସିରୁ…
ଅପରାଧ ଜାତୀୟ ନୀତିନ ଗଡକରୀଙ୍କ ବାସଭବନରେ ବୋମାମାଡ଼ ଧମକ, ଜଣେ ଗିରଫ Odisha Minute August 3, 2025 ନାଗପୁର: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବାସଭବନକୁ ଟାର୍ଗେଟ କରି ବୋମାମାଡ଼ କରାଯିବ ବୋଲି ଧମକ ଦେଇଥିବା ଜଣେ ବ୍ୟକ୍ତିକୁ ପୁଲିସ…
ମନୋରଞ୍ଜନ ୬ ବର୍ଷ ପରେ ପୁଣି ପରଦାକୁ ଫେରିବେ ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା Odisha Minute August 3, 2025September 2, 2025 ମୁମ୍ବାଇ: ପୁଣି ପରଦାକୁ ଫେରିବେ ବଲିଉଡର ଦେଶୀଗର୍ଲ୍ । ଖୁବଶୀଘ୍ର ବଲିଉଡକୁ କମ୍ବ୍ୟାକ୍ କରିବାକୁ ଯାଉଛନ୍ତି ହଲିଉଡ୍ ତଥା ବଲିଉଡ୍…
କ୍ରିଡା ୫ମ ଟେଷ୍ଟ: ସୁବିଧାଜନକ ସ୍ଥିତିରେ ଭାରତ, ୧୦୬ ରନରେ ୩ଟି ଓ୍ବିକେଟ ହରାଇଲ ଇଂଲଣ୍ଡ Odisha Minute August 3, 2025 ଲଣ୍ଡନ : କେନିଙ୍ଗଟନ ଓଭାଲ ଟେଷ୍ଟରେ ସୁବିଧାଜନକ ସ୍ଥିତିରେ ପହଞ୍ଚିଯାଇଛି ଟିମ ଇଣ୍ଡିଆ । ୩୭୪ ରନର ବିଜୟ ଲକ୍ଷ୍ୟର…