ସ୍ୱଚ୍ଛ ସର୍ବେକ୍ଷଣରେ ଚମକିଲା ଭୁବନେଶ୍ୱର, ପୁରସ୍କୃତ କଲେ କେନ୍ଦ୍ର ସରକାର

ଓଡ଼ିଶାର ରାଜଧାନୀ ଭୁବନେଶ୍ୱର କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ସର୍ବେକ୍ଷଣରେ ଭାରତର ଶୀର୍ଷ ୧୦ ସଫା ସହର ମଧ୍ୟରେ ସ୍ଥାନ ପାଇଛି।…

ହୃଦୟବିଦାରକ ଘଟଣା: ସ୍ବାମୀ ସହ ଝଗଡା ପରେ ୨ ଝିଅଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମାଆ

ସୁନ୍ଦରଗଡ଼ ଜିଲାର ଲହୁଣୀପଡ଼ା ଥାନା ଅନ୍ତର୍ଗତ ବନ୍ଧବେର୍ଣ୍ଣା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀର ମଦ ପିଇବା…

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ: ବାଲେଶ୍ବର FM ଛାତ୍ରୀ ମୃତ୍ୟୁ ଘଟଣା, ବିରୋଧୀଙ୍କ ବନ୍ଦ ଡାକରାକୁ ନେଇ ଆଲୋଚନା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ବୁଧବାର ରାତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭାଜପା…

୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପୂର୍ବରୁ ରାଜ୍ୟ ସରକାରଙ୍କ କଡ଼ା ସୁରକ୍ଷା ବ୍ୟବସ୍ଥା: ଜିଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ବାଲେଶ୍ବର ଫକୀର ମୋହନ (FM) ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ କଂଗ୍ରେସ ଦଳ ଆସନ୍ତାକାଲି…

ବାଲେଶ୍ବର FM କଲେଜ ଘଟଣା: ଆହତ ଛାତ୍ର ଜ୍ୟୋତିପ୍ରକାଶଙ୍କୁ ଭେଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ବିଧାୟକ

ବାଲେଶ୍ବର ଫକୀର ମୋହନ (FM) ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣା ସମୟରେ ତାଙ୍କୁ ଉଦ୍ଧାର କରିବାକୁ…

ବିଜେପି ରାଜ୍ୟ ସଭାପତି ନିର୍ବାଚନ: ଆ‌ଜି ନାମାଙ୍କନ

ଭୁବନେଶ୍ବର: ଆଜିଠାରୁ ବିଜେପି ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି।…

ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ୱେବ୍‌ସାଇଟ୍‌ ଆରମ୍ଭ: ଅଂଶୀଦାରଙ୍କଠାରୁ ମତାମତ ଆହ୍ବାନ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆୟୋଗ

ଭୁବନେଶ୍ବର: ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ସୋମବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଥିଲେ। ରାଜ୍ୟର ସ୍ଥାନୀୟ…

ସ୍ବାମୀଙ୍କୁ ହତ୍ୟା କରିନାହିଁ, ଏଥିରେ ମୋର କୌଣସି ସମ୍ପୃକ୍ତି ନାହିଁ; ସୋନମ

ନୂଆଦିଲ୍ଲୀ: ମେଘାଳୟର ସିଲଂକୁ ହନିମୁନ ପାଇଁ ଯାଇଥିବା ସୋନମ ରଘୁବଂଶୀ ତାଙ୍କ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିବା ଅଭିଯୋଗ…

କୋଟିଆ ବିକାଶ ପାଇଁ ସ୍ବତନ୍ତ୍ର ଏଜେନ୍‌ସି: ଦାୟିତ୍ବରେ ରହିବେ ସ୍ବତନ୍ତ୍ର ଅଧିକାରୀ

କୋରାପୁଟ: କୋଟିଆର ବିକାଶ ପାଇଁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। କୋଟିଆର ବିକାଶ ପାଇଁ ଏକ ସ୍ବତନ୍ତ୍ର…

ମଣପୁରମ୍‌ ଡକାୟତି ମାମଲା: ଲୁଟ୍‌ ସୁନାରୁ କିଣାଯାଇଛି ୧୪ ବନ୍ଧୁକ

ସମ୍ବଲପୁର ବୁଢ଼ାରଜାସ୍ଥିତ ମଣପୁରମ ଗୋଲ୍‌ଡ ଫାଇନାନ୍ସ ସଂସ୍ଥାରୁ ଡକାୟତମାନେ ଲୁଟି ନେଇଥିବା ୨୭.୫୨ କେଜି ସୁନା ବିକ୍ରି ଟଙ୍କାରୁ ଅତ୍ୟାଧୁନିକ…

ଓଡ଼ିଶାରେ ୩ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ସମୀକ୍ଷା

ଭୁବନେଶ୍ବର: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଦୀର୍ଘ ୫ ବର୍ଷ ହେଲା ବସୁଧା ପ୍ରକଳ୍ପ ଅଧାଗଢ଼ା: ପାନୀୟ ଜଳ ପାଇଁ ମହିଳା ହନ୍ତସନ୍ତ

ରାଇରଙ୍ଗପୁର: ସକାଳ ହେଲେ ଗୋଟିଏ ନଳକୂପ ସମ୍ମୁଖରେ ପାନୀୟ ଜଳ ପାଇଁ ମହିଳାଙ୍କ ପ୍ରତିଯୋଗିତା ଦେଖିବାକୁ ମିଳୁଛି । ହେଲେ…

ବିଗୁଡ଼ୁଛି ଆଇନଶୃଙ୍ଖଳା: ସରକାରୀ ଅଫିସ୍‌ରେ ପଶି ଲୁଟିଲେ, ବନ୍ଧୁକ, ଭୁଜାଲି ଦେଖାଇ ମହିଳା ଆର୍‌ଆଇଙ୍କ ଗହଣା ନେଇଗଲେ

କରଞ୍ଜିଆ/କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା: ଦିନ ଦ୍ୱିପ୍ରହରରେ ସରକାରୀ କାର୍ଯ୍ୟାଳୟରେ ପଶି ମୁଖାପିନ୍ଧା ଦୁର୍ବୃତ୍ତ ଲୁଟ୍‌ତରାଜ କରିଛନ୍ତି। ଦୁର୍ବୃତ୍ତମାନେ ଭୁଜାଲି ଓ ବନ୍ଧୁକ…

ଗାଡ଼ି ଯାଞ୍ଚ୍: ୨ ଲକ୍ଷ ୫୦ ହଜାର ଚାଲାଣ କଟିଲା

ଘୁ.ଉଦୟଗିରି: ଘୁ.ଉଦୟଗିରିରେ ସ୍ଥାନୀୟ ପୁଲିସର ସହଯୋଗରେ ଜିଲ୍ଲା ପରିବହନ  ବିଭାଗ ପକ୍ଷରୁ ସ୍ଥାନୀୟ ଶ୍ରୀରାମପଦା ସ୍ଥିତ ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ  ପରିବହନ ଅଧିକାରୀ…

ଚୋରି ସନ୍ଦେହରେ ୪ଜଣଙ୍କୁ ବାନ୍ଧି ନିସ୍ତୁକ ପିଟିଲେ: ଜଣେ ମୃତ, ୩ ଗୁରୁତର

ବସ୍ତା-୨/ରୂପ୍‌ସା: ଏକ ଲୁଗା ଦୋକାନରୁ ଚୋରି ସନ୍ଦେହରେ ୪ଜଣଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଲୁହାରଡ୍‌ରେ ନିସ୍ତୁକ ପିଟିଲେ।  ଜଣକର ମୃତ୍ୟୁ…