ଅପରାଧ ଓଡ଼ିଶା

ବଳଙ୍ଗା ପୀଡ଼ିତାଙ୍କୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Advertisement

ଏମ୍ସରେ ଚିକିତ୍ସାଧିନ ଥିବା ବଳଙ୍ଗା ପୀଡ଼ିତାଙ୍କୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଦରକାର ପଡ଼ିଲେ ଦିଲ୍ଲୀକୁ ଏୟାର ଲିଫ୍ଟ ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।


ସୂଚନାଯୋଗ୍ୟ, ପୁରୀ ବଳଙ୍ଗାରେ ଜଣେ ବାଳିକାଙ୍କୁ କେହି କିରୋସିନ ଢାଳି ନିଆଁ ଲଗାଇବା ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି। ଜଣକ ପରେ ଜଣେ ପୋଡି ଛାତ୍ରୀ ପୋଡି ହେବା ଘଟଣା ସଭିଙ୍କୁ ସ୍ତବ୍ଧ କରି ଦେଇଛି। ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବା କହିଛନ୍ତି ଏମ୍ସ ନିର୍ଦ୍ଦେଶକ। ଆସନ୍ତା ୪୮ ଘଣ୍ଟା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ଏହାପରେ ଯାଇ କିଛି କହିହେବ ବୋଲି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପୀଡ଼ତା ଏବେ ଭେଣ୍ଟିଲେଟରରେ ନାହାନ୍ତି, ବରଂ ICUରେ ଅକ୍ସିଜେନ ସପୋର୍ଟରେ ଅଛନ୍ତି।

Advertisement

ତାଙ୍କ ଶୀରର ପ୍ରାୟ ୭୦ ପ୍ରତିଷତ ପୋଡି ଯାଇଥିବା ବେଳେ ଏହା ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ ବୋଲଇ କହିଛନ୍ତି ଏମ୍ସ ନିର୍ଦ୍ଦେଶକ। ପୀତିଥା କଥାବାର୍ତ୍ତା କରୁଥିଲେ ବି ମାନସିକ ଅବସାଦ ଭିତରେ ରହିଛନ୍ତି, ବେଳେବେଳେ ତାଙ୍କ ରକ୍ତଚାପ କମ ହୋଇଯାଉଛି। ତେଣୁ ଅବସ୍ଥା ଗୁରୁତର ରହିଛି।

Advertisement

Leave a Reply

Your email address will not be published. Required fields are marked *