ଅପରାଧ ଓଡ଼ିଶା

ରାଜଧାନୀରେ ସେକ୍ସ ରାକେଟ୍‌ ସନ୍ଦେହରେ ପୁଲିସର ଚଢାଉ: ୨ ଯୁବତୀ ଉଦ୍ଧାର, ଜଣେ ଯୁବକ ଅଟକ

Advertisement

ଭୁବନେଶ୍ବର: ରାଜଧାନୀରେ ସେକ୍ସ ରାକେଟ୍‌ ସନ୍ଦେହରେ ପୁଲିସର ଚଢାଉ। ଭୁବନେଶ୍ବର ରବି ଟକିଜ୍ ଛକରେ ଥିବା ଏକ ସେଲୁନ ଓ ସ୍ପାରେ ପୁଲିସ ଚଢାଉ କରିଛି। ଚଢାଉ ପରେ ସେଠାରୁ ୨ ଜଣ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଛି । ଜଣେ ଯୁବକଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏହାକୁ ନେଇ ସେଲୁନ୍ ଓ ସ୍ପା ବାହାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ତେବେ କାହିଁକି ପୁଲିସ ଚଢାଉ କଲା, ସେନେଇ ପୁଲିସ ପକ୍ଷରୁ କିଛି କିଛି ସ୍ପଷ୍ଟ କରାଯାଇନାହିଁ । 

Advertisement
Advertisement

Leave a Reply

Your email address will not be published. Required fields are marked *