ଅପରାଧ ଓଡ଼ିଶା

ମାଦକ ଦ୍ରବ୍ୟ ବିକ୍ରି ଉପରେ ଏସଟିଏଫ ପକ୍ଷରୁ ଚଢ଼ାଉ

Advertisement

ଭୁବନେଶ୍ବର: ଶିକ୍ଷାନୁଷ୍ଠାନ ଅଧୀନରେ ଗଞ୍ଜେଇ, ଡ୍ରଗ୍ସ ଭଳି ବିଭିନ୍ନ ମାଦକ ଦ୍ରବ୍ୟ ବିକ୍ରି ଉପରେ ଏସଟିଏଫ ପକ୍ଷରୁ ଚଢ଼ାଉ କରାଯାଇଛି। ଏୟାରଫିଲଡ ଥାନା ଅଧୀନରେ ଅତର୍କିତ ଚଢ଼ାଉ କରିଛି ଏସଟିଏଫ ଟିମ। ଓଡ଼ିଶାକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ଚାଲିଛି ଅପରେସନ।

ଏୟାରଫିଲଡ ଥାନା ଅଧୀନରେ ଅତର୍କିତ ଚଢ଼ାଉ କରିଛି ଏସଟିଏଫ ଟିମ। ଓଡ଼ିଶାକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ଚାଲିଛି ଅପରେସନ। ଏହି ଆଧାରରେ ଏସଟିଏଫ ପକ୍ଷରୁ ଏୟାରଫିଲଡ ଥାନା ଅଧୀନରେ ବିଭିନ୍ନ ପାନ ଦୋକାନ ଓ ସ୍ନାକ୍ସ ଦୋକାନରୁ ଚଢ଼ାଉ କରି ବିପୁଳ ମାତ୍ରାରେ ମାଦକ ଦ୍ରବ୍ୟ ଜବତ କରାଯାଇଛି। ଏହି ମାମଲାରେ ୪ଜଣଙ୍କୁ ଅଟକ ରଖାଯାଇଛି। ଏନେଇ ଏସିପି ପ୍ରଦୀପ ରାଉତ ସୂଚନା ଦେଇଛନ୍ତି।

Advertisement

ଏହି ଆଧାରରେ ଏସଟିଏଫ ପକ୍ଷରୁ ଏୟାରଫିଲଡ ଥାନା ଅଧୀନରେ ବିଭିନ୍ନ ପାନ ଦୋକାନ ଓ ସ୍ନାକ୍ସ ଦୋକାନରୁ ଚଢ଼ାଉ କରି ବିପୁଳ ମାତ୍ରାରେ ମାଦକ ଦ୍ରବ୍ୟ ଜବତ କରାଯାଇଛି। ଏହି ମାମଲାରେ ୪ଜଣଙ୍କୁ ଅଟକ ରଖାଯାଇଛି। ଏନେଇ ଏସିପି ପ୍ରଦୀପ ରାଉତ ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *